Mr. Surya Narayan Satpathy
Co-founder
Empowering minds through computer education and technology.
Our story
Jaypee Computer Institute & Technology opened on 16 January 2021 in Darada, Basta, to bring quality computer education close to home – for school and college students, job seekers and working people.
Today, computer skills matter for study, jobs, business and everyday life. So we teach the way people learn best: practical classes at a computer, personal guidance from our teachers and training built around real work.
As an Authorised Learning Centre of Odisha Knowledge Corporation Ltd (OKCL), we offer the state's OS-CIT courses alongside career courses, programming, spoken English and online digital services. Above all, we help every learner gain the confidence to use technology – and to build a career with it.
ଆଜିର ଡିଜିଟାଲ୍ ଯୁଗରେ କମ୍ପ୍ୟୁଟର ଶିକ୍ଷା ହେଉଛି ସଫଳ ଭବିଷ୍ୟତର ମୂଳଦୁଆ। ଏହି ଲକ୍ଷ୍ୟକୁ ନେଇ Jaypee Computer Institute & Technology, Darada ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଓ ବ୍ୟବହାରିକ ଜ୍ଞାନ ପ୍ରଦାନ କରିବାକୁ ପ୍ରତିବଦ୍ଧ। ଆମର ଉଦ୍ଦେଶ୍ୟ କେବଳ କମ୍ପ୍ୟୁଟର ଶିଖାଇବା ନୁହେଁ, ବରଂ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭର, ଦକ୍ଷ ଓ ଆତ୍ମବିଶ୍ୱାସୀ କରି ଗଢ଼ିତୋଳିବା। ଆମେ ବିଶ୍ୱାସ କରୁ ଯେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ମଧ୍ୟରେ ରହିଛି କିଛି ନୂଆ ଶିଖିବାର ଓ ଜୀବନରେ ଆଗକୁ ବଢ଼ିବାର ସାମର୍ଥ୍ୟ। ଆମର ଲକ୍ଷ୍ୟ ସମସ୍ତଙ୍କ ପାଖରେ କମ୍ପ୍ୟୁଟର ଶିକ୍ଷା ପହଞ୍ଚାଇବା। ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ ଜ୍ଞାନରେ ଦକ୍ଷ କରିବା। ଚାକିରି ଓ ଆତ୍ମନିଯୁକ୍ତି ପାଇଁ ଆବଶ୍ୟକ ଦକ୍ଷତା ବିକାଶ କରିବା। ଏକ ଶିକ୍ଷିତ ଓ ଡିଜିଟାଲ୍ ସମାଜ ଗଠନରେ ସହଯୋଗ କରିବା।
"ଆଜି ଶିଖନ୍ତୁ, କାଲି ସଫଳ ହୁଅନ୍ତୁ।"
ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମର ଏକ ଛୋଟ ପ୍ରୟାସ।
Recognition
ALC Code 261260111 for OS-CIT and OKCL Career Oriented Courses.
OS-CIT exams and certificates by Odisha State Open University, Sambalpur.
Government registration
M/s Jaypee Computer Institute & Technology is entered in the Register of Firms, Government of Odisha, as No. 2202100099/2021 under the Indian Partnership Act, 1932.
Form-C is the official acknowledgement of registration issued by the Inspector-General of Registration-cum-Registrar of Firms, Odisha, Cuttack, dated 27 January 2021.
View full certificate
Form-C · Regd. No. 2202100099/2021
Leadership
Jaypee was founded in 2021 by Mr. Ramkrushna Mohanty (Director) and Mr. Surya Narayan Satpathy (Co-founder), who still teach and guide students every day.
Every student who walks in should walk out with a skill they can use the next day.
Our team
Co-founder
Teacher
Tally Prime, Advanced Excel and more
What drives us
To deliver quality, affordable and practical computer education that builds technical skills, promotes digital literacy and creates better career opportunities for students and job seekers. ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିକଟରେ ଉନ୍ନତ ଓ ଗୁଣାତ୍ମକ କମ୍ପ୍ୟୁଟର ଶିକ୍ଷା ପହଞ୍ଚାଇବା। ଆଧୁନିକ ଜ୍ଞାନ, ବ୍ୟବହାରିକ ତାଲିମ ଓ ଡିଜିଟାଲ୍ ଦକ୍ଷତା ମାଧ୍ୟମରେ ସେମାନଙ୍କୁ ଆତ୍ମନିର୍ଭର ଓ ରୋଜଗାରକ୍ଷମ କରିବା ଆମର ପ୍ରମୁଖ ଉଦ୍ଦେଶ୍ୟ। ଆମେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଶିକ୍ଷା, ଦକ୍ଷତା ଓ ସଫଳତାର ନୂତନ ମାର୍ଗ ଦେଖାଇବାକୁ ପ୍ରତିବଦ୍ଧ। ଆମର ମିଶନ୍ – ପ୍ରତ୍ୟେକ ଘରେ ଡିଜିଟାଲ୍ ଶିକ୍ଷା, ପ୍ରତ୍ୟେକ ହାତରେ ଦକ୍ଷତା।
To be a trusted centre of excellence in computer education and technology, helping every learner build a successful future through digital learning, innovation and skill development. ଆମର ସ୍ୱପ୍ନ ହେଉଛି ଏକ ଶିକ୍ଷିତ, ଦକ୍ଷ ଓ ଡିଜିଟାଲ୍ ସଶକ୍ତ ସମାଜ ଗଠନ କରିବା। ଗ୍ରାମାଞ୍ଚଳର ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କୁ ଆଧୁନିକ କମ୍ପ୍ୟୁଟର ଜ୍ଞାନ ଓ ବୈଷୟିକ ଦକ୍ଷତାରେ ସମୃଦ୍ଧ କରି ଭବିଷ୍ୟତର ସୁଯୋଗ ପାଇଁ ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ। ଆମେ ଚାହୁଁ ଯେ ଆମ ଅଞ୍ଚଳର ପ୍ରତ୍ୟେକ ଶିକ୍ଷାର୍ଥୀ ଡିଜିଟାଲ୍ ଜ୍ଞାନ ହାସଲ କରି ନିଜ ଗୋଡ଼ରେ ନିଜେ ଠିଆ ହୋଇପାରନ୍ତୁ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିପାରନ୍ତୁ। ଆମର ସ୍ୱପ୍ନ – ଡିଜିଟାଲ୍ ଶିକ୍ଷାରେ ସମୃଦ୍ଧ, ଦକ୍ଷ ଓ ଆତ୍ମନିର୍ଭର ସମାଜ।
Learn Today, Lead Tomorrow
Admissions open
Visit the institute in Darada or send us a message. We will help you choose the right course.